STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Others

2  

ଓଡ଼ିଆ ଗଳ୍ପ ଓ କବିତା - ୧

Others

ଚଉପଦୀ (34)

ଚଉପଦୀ (34)

1 min
233


ଚଉପଦୀ

(34)

କି ବର୍ଣ୍ଣିବି ରେ  l ତୋ କୁଚକୁ ? (0)

ଶୋଭା ଦେବୀ କର -  ଲୀଳା -ସରସିଜ କି କହିଲା

ମୁଖ ଚନ୍ଦ୍ର ଚାହିଁ ସଙ୍କୋଚକୁ ରେ? (1)

ଚାରୁଣ୍ୟ - ସୁନାରି ଯୋଡି ସ୍ୱର୍ଣ୍ଣ ସଂପୁଟ ସଜାଡି

ଭଟିବି କି ଫୁଲ ନାରାଚ କୁ ରେ (2)

ଅବା ତୁ କଳା ବଲ୍ଲରୀ ଦିବ୍ୟ ଫଳ ଯୁଗ ଧରି

ବଢାଉଚୁ ? ବଳିବ ରୁଚକୁ ରେ l (3)

ବିଧି ଚକ୍ରୀ ଏକାବେଳେ କୁମ୍ଭ ଦ୍ୱୟ କୁତୂହଳେ

ଜାତକଲା କେହି ଏକା ଚକୁଁ ରେ? (4)

ଅଷ୍ଟଦୁର୍ଗନାଥ ଭାଷ ବିପୁଳ ଦେଖି ହଗଷେ

ଶମ୍ଭୁ, ଇଚ୍ଛାରେ କଲାକି ଉଚ୍ଚକୁ ରେ ?(5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍