Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pinku Ranbida

Others

3  

Pinku Ranbida

Others

ଚଷା ଲକ୍ଷେ ଜୀବ ପୋଷା

ଚଷା ଲକ୍ଷେ ଜୀବ ପୋଷା

1 min
208


ହେଉଥାଉ ଯେତେ ଖରା,ବର୍ଷା,ଶୀତ୍

ନାଇନ ଚଷାକେ ଡର୍,

ସବୁଲେବେ ସେ କବାର୍ କରୁଥିସି

ଖେତ୍'କେ ଭାବ୍'ସି ଘର୍ ।


ଘର୍'ଲେଖେ ଖେତ୍'କେ ଜତନ୍ ଦେସି

ରହିକରି ନିଜେ ଭୁକେ,

ଦିନ୍ ରାଏତ୍ ସବୁ ଏକ୍ କରିଦେସି

ରହିଥାଉ ପଛେ ଦୁଃଖେ ।


ଦୁଃଖ୍,ଦରଦ୍'କେ ସହି ଲହି କରି

ସମ୍'କୁ ଦେଉଛେ ହଁସି,

ସମ୍'କୁ ତତଲା ତତଲା ଖୁଆଇ 

ନିଜେ ଖାଉସି ବାସି ।


ବାସି ପଖାଳ୍ ତାର୍ ଅସଲ୍ ସାହାରା

ଚଷା ଲକ୍ଷେ ଜୀବ ପୋଷା,

ନିଜର୍ ଦମେ ନିଜେ ଠିଆ ହେଇଛେ

ସମ୍'କୁ ଦେଇ ଭରସା ।


ଭରସା ଦେଇ ପାରିଛେ ସାରା ଦେଶ୍'କେ

ଖେତେ ଫସଲ୍ ଜଗେଇ,

ମୁଣ୍ତର୍ ଝାଲ୍'କେ ଟୁଣେଁ ପିଇକରି

ଫସଲ୍ ଥିସି ବହରେଇ ।


Rate this content
Log in