STORYMIRROR

Mahesweta Panigrahi

Others

3  

Mahesweta Panigrahi

Others

ଚୋକଲେଟ୍ ଡେ

ଚୋକଲେଟ୍ ଡେ

1 min
267


ପରମ ତୃପ୍ତି ଓ ଚରମ ଆନନ୍ଦ

ପାଟି କୁ ଯିଏ ଦିଏ,

ଡେଇରୀ ମିଲ୍କ କି ଫାଇଭ୍ ଷ୍ଟାର୍

ଚକୋଲେଟ ପରା ସିଏ।


ଖଟା ମନ ମଧ୍ୟ ମିଠା ହୋଇଯାଏ

ମିଲିକି ବାର ଟେ ଦେଲେ,

ଭୋକ ଶୋଷ ମଧ୍ୟ ଚାଲି ଯାଏ ଦୁରେ

ମଞ୍ଚ୍ ଗୋଟେ ଖାଇନେଲେ।


ବନ୍ଧୁତା ପଣ ରେ କାହିଁକି କୃପଣ

ଦିଅ ଖଣ୍ଡେ ଚୋକଲେଟ୍

ଜୀବନ ର ସ୍ଵାଦ ଚାଖିନିଅ ବନ୍ଧୁ

ହେଲାଣି ବହୁତ୍ ଲେଟ୍।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍