STORYMIRROR
ଚନ୍ଦନ ବନ
ଚନ୍ଦନ ବନ
ଚନ୍ଦନ ବନ
ଚନ୍ଦନ ବନ
ଶୀତ ସକାଳର
ଘାସ ଗାଲିଚାରେ
କାକର ଟୋପା
ମୁଁ,
କ୍ଷଣିକ ଆୟୁଷ l
ତୁମେ
ଚିର ସବୁଜ
ସଦା ସଜଳ
ମନ ଗହନକୁ
ମହାକାଉଥିବା
ଚନ୍ଦନ ବନ l
ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍
More oriya poem from Jyotirmoyee Mohanty
Download StoryMirror App