STORYMIRROR

Saphala Das

Children Stories Comedy

3  

Saphala Das

Children Stories Comedy

ଚଳଚ୍ଚଚିତ୍ର

ଚଳଚ୍ଚଚିତ୍ର

1 min
184

 ସତ ମିଛର କାହାଣୀ ନେଇ

ଆସଇଁ ଯେବେ ଧାଇଁ 

ଚଳଚ୍ଚଚିତ୍ର ଆଉ ସିନେମା 

ନାଆଁ ଜନତା ଦେଲେ କହି ।।


 କନ୍ଦାଏ ଯେତେ ହସାଏ ସେତେ 

ଶିଖାଏ ଭଲ ଗୁଣ 

ଖରାପ ଗୁଣ ଛାଡିବା ପାଇଁ 

ଦେଖାଏ ପୁନଃ ପୁନଃ ।।


ମଣିଷ ଭାଇ ଦେଖି ଶିଖିବ 

ହେବ ମଣିଷଟିଏ 

ଜୀବନେ ଯେତେ ଝଡ ଆସିଲେ 

ଡରିବ ନାହିଁ ସିଏ ।।


ଛୋଟରୁ ବଡ ହେବାକୁ ସିଏ 

ସଂ ଘର୍ଷ କରେ ଯେତେ 

ଜୀବନ ପଥେ ହାରେନି କେବେ 

 ଦେଖି ଶିଖିବ ମୋତେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍