STORYMIRROR

Kumarlal Rana

Others

3  

Kumarlal Rana

Others

ଚଲା ପଥ ଯନ୍ତ୍ରଣା

ଚଲା ପଥ ଯନ୍ତ୍ରଣା

1 min
220

କିଛି ନାହିଁ ବୋଲି କହନା ସୁନ୍ଦରୀ 

  ବିଧାତା ନକରେ ଉଣା 

ଭୋଗିବାକୁ    ଅଛି  ସଂସାର ଭିତରେ 

 ଦୁଃଖ ବିଧବା ଯନ୍ତ୍ରଣା l

ଚାଲିବାକୁ  ଅଛି ସଂସାର ପଥରେ 

ଚାଲିବୁ ପଥିକ   ହୋଇ l

ଚଲା ପଥେ  ଅଛି   ମରଣର ଦୁଃଖ 

ବାଟରେ   ଅଛଇ  ଘାଇ l


  


Rate this content
Log in