Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

3  

Dipti lekha Mishra

Others

ଚକାଆଖିଆ

ଚକାଆଖିଆ

1 min
271



ନିତି ନିତି ରାତି ନ ପାହୁଣୁ 

କାଳିଆରେ ତୋ ମୁହଁ ଚାହେଁ

ଚକାଆଖିଆ ତୋ କଳା ମୁଖ ଦେଖି

କଷ୍ଟକୁ ମୁଁ ସତେ ଭୂଲିଯାଏ ॥


ତୋ ନାଲିଓଠ ଓ ପୀତବସ୍ତ୍ର

ଅଟେ ଭାରୀ ମନଲୋଭା

ତୋ ତୁଳସୀମାଳ ଚନ୍ଦନ ଟିପା

ସବୁଠାରେ କିବା ଉଭା ॥


ଦିନର ଆରମ୍ଭ ହୁଏ ତୋଠାରୁ କାଳିଆ

ଶେଷ ବି ହୁଏ ତୋ ଠାରେ

ସୁଖଦୁଃଖ ଭାର ସମତୁଲ କରି

ସମର୍ପି ଦିଏ ହୄଦ ତୋ ଚରଣରେ ॥


ଭାଗ୍ୟରେ ମୋ ଲେଖା ଅଛି କି ନାହିଁ

ତୋର ଦରଶନ ପାଇଁ

ତଥାପି କାହିଁକି ହୁଏ ତୋତେ ଦେଖିବାକୁ

ନିତି ମୁଁ ହାଇଁପାଇଁ ॥



Rate this content
Log in