STORYMIRROR

Sasmita Das

Others

3  

Sasmita Das

Others

ଚିଠି

ଚିଠି

1 min
182

ଚିଠି ନିରବ ଶବ୍ଦର ସମାହାର

ହୃଦୟର ଭାଷା, ଛାତି ତଳର କୋହ

ଗୋଟେ ଖିଆଲି ମନର ଭାଵପ୍ରବଣତା

ପହଞ୍ଚେ ଆତ୍ମୀୟ ମଣିଷଟେ ପାଖେ ।

ସତ ରେ କେତେ ଆନନ୍ଦ କେତେ ଆତ୍ମତୃପ୍ତି

ପୁଣି ଚିଠି ଆସିବାର ଅପେକ୍ଷା,

ଡାକବାଲା ଘଣ୍ଟି ଶୁଣିବା ପାଇଁ ବ୍ୟାକୁଳଡା

ଥିଲା କେତେ ମଧୁର ମୁହୂର୍ତ୍ତ ।

ଆଜି କିନ୍ତୁ ସ୍ମାର୍ଟ ଫୋନ ଯୁଗରେ

ହାଏ ହେଲୋ ଚାଟିଙ୍ଗରେ 

ଫିକା ପଡ଼ି ଯାଇଛି ଚିଠିର ରଙ୍ଗ

ହଜି ଯାଇଛି ତାର ମହକ ,

...........



Rate this content
Log in