STORYMIRROR

Jyotirmoyee Mohanty

Others

4  

Jyotirmoyee Mohanty

Others

ଚିଠି

ଚିଠି

1 min
300

ଚିଠି ହୋଇପାରେ ଚୋରା ପୀରତି 

ଚିଠି ହୋଇପାରେ ମଧୁର ଗୀତି  l


ଚିଠି ହୋଇପାରେ ନନ୍ଦନ ବଣ 

ଚିଠି ହୋଇପାରେ ଭିଜା ଶ୍ରାବଣ l


ଚିଠି ହୋଇପାରେ ମିଠା ସନ୍ଦେଶ 

ଚିଠି ହୋଇପାରେ ହଳାହଳ ବିଷ  l


ଚିଠି ଯୋଡ଼ିପାରେ ମଧୁର ସମ୍ପର୍କ 

ଚିଠି ଘଟାଇପରେ ସବୁ ଅନର୍ଥ  l


ଚିଠି ହୋଇପାରେ କୁମନ୍ତ୍ରଣlର 

ଚିଠ ହୋଇପାରେ ସୁମନ୍ତ୍ରଣlର l


ଚିଠି ହୋଇପାରେ ରାଜନୀତିର 

ଚିଠି ହୋଇପାରେ ଗୃହନୀତିର l


ଚିଠି ହୋଇପାରେ ବିଜୟ ତିଳକ 

ଚିଠି ହୋଇପାରେ ପରାଜୟ ଶୋକ l


ଚିଠି ହୋଇପାରେ ଭାଇର ଭାବ 

ଚିଠି ହୋଇପାରେ ଭଉଣୀ କ୍ଷୋଭ  l


ଚିଠି ହୋଇପାରେ ଝିଅ ବିଦା କାନ୍ଦଣା 

ଚିଠି ହୋଇପାରେ ଶାଶୁଘର ଗଞ୍ଜଣା l


ଚିଠି ହୋଇପାରେ ମାଆର ମମତା 

ଚିଠି ହୋଇପାରେ ଯୁଇର ଚିତା l



Rate this content
Log in