bebismita kar
Others
ଭାବିଲି ତୁମକୁ ଲେଖିବି ଚିଠି
ହେଲେ ମୁଁ ଜାଣେନା ଶବ୍ଦ ଗୁଡା ସବୁ ଥାଏ କେଉଁଠି ?
ପାଇଲି କିଛି ମୁଁ ଡାଏରୀ ଖୋଜି
ଆଉ କିଛି ଥିଲା ମନରେ ହଜି।
ସବୁକୁ ମିଶେଇ ଲେଖିଲି ଚିଠି
ହେଲେ ମନେ ନାହିଁ ଠିକଣା ତୁମର ଅଛି କେଉଁଠି !
ନୂଆବରଷ
ନୂଆ ବରଷ
ଅତୀତର କିଛି ସ୍...
ତୁମେ ଚିତ୍ରକର
ସ୍ୱାଧୀନତା ସ୍ଵ...
ରଙ୍ଗର ନାମ ପ୍ର...
ପ୍ରେମ ଋତୁ ବସନ...
ପିଲାବେଳ ବନ୍ଧୁ
ଅନୁଭୂତି
ପ୍ରେମ