ଚିହ୍ନିବାରେ ଧୋକା
ଚିହ୍ନିବାରେ ଧୋକା
1 min
2.7K
ଶିକ୍ଷା ମନୁଷ୍ୟକୁ ଉର୍ଦ୍ଧ୍ବଗାମୀ କରେ
ମୁର୍ଖତା ନିଏ ତଳକୁ
ତ୍ୟାଗରେ ମଣିଷ ଜିଣଇ ହୃଦୟ
ଇର୍ଷା ନିଏ ଶମସାନକୁ ।
ମହତ ପଣିଆ ଵନ୍ଧୁର ଲକ୍ଷଣ
କୂତ୍ସିତ ମାନସିକତା ସେତ ଵଇରୀ
ଦୁରୁ ଜୁହାର ଏମିତି ବ୍ୟକ୍ତିକୁ
ମହୁରେ ହୋଇଥାଉ ପଛେ ଗାଧୋଇ।
