STORYMIRROR

Puspanjali Panda

Others

3  

Puspanjali Panda

Others

ଚିହ୍ନା ଚିହ୍ନା

ଚିହ୍ନା ଚିହ୍ନା

1 min
99

ତୁମେ ଅନାବନା ଅବୁଝା କବିତା ପଦିଏ

କିଛି ବୁଝେ ହେଲେ ରହେ ବି ଅବୁଝା ପଦିଏ

ତୁମକୁ ଛାଡ଼ି ମୋ କବିତାର ପ୍ରାଣ ଲାଗଇ ନିଷ୍ପ୍ରାଣ

ପରାଏ ।

କହିବି?

ଯେବେଠୁ ଲାଗୁଛ ଚିହ୍ନା ଚିହ୍ନା ତମେ

ଅଜଣା ମଣିଷ ହାଟରେ

ସେବେଠୁ ପରା ମୁଁ ପଡିଯାଇଅଛି

ଏଇ କବିତାର ମାୟାରେ।


Rate this content
Log in