STORYMIRROR

Mrunmayee Behera

Others

3  

Mrunmayee Behera

Others

ଛୁଟି ଦିନ

ଛୁଟି ଦିନ

1 min
165

ପରିବାର ସାଥେ ଛୁଟିଦିନ କାଟ

ସମୟଟା ମୂଲ୍ୟବାନ,

ସଙ୍ଗେ ପିତା ମାତା, ଆତ୍ମୀୟ ସ୍ବଜନ

ଆନନ୍ଦ, ଖୁସି ର ଦିନ।


ବ୍ୟସ୍ତ ଜୀବନେ ସୁସ୍ଥ ମଣିଷ

ଭୂଲି ଯାଏ ଘର ଦ୍ଵାର,

ଆପଣାର ବୋଲି ମଣିଛି ଯାହାକୁ

କରିଦିଏ ତାଙ୍କୁ ପର ।



Rate this content
Log in