STORYMIRROR

Mrunmayee Behera

Others

3  

Mrunmayee Behera

Others

ଅପରାହ୍ନ ର ଚିନ୍ତା ଓ ଚେତନା

ଅପରାହ୍ନ ର ଚିନ୍ତା ଓ ଚେତନା

1 min
190


 ଜୀବନ ର ଅପରାହ୍ନ ରେ ନିଷ୍କ୍ରିୟ ପରିକଳ୍ପନା

ମନର ବ୍ୟଥା ସହ ଅସହାୟ ଚିନ୍ତା ଓ ଚେତନା ।।


ଅସ୍ତଗାମୀ ସୂର୍ଯ୍ୟ ର ବାର୍ଦ୍ଧକ୍ୟ ର ଆମନ୍ତ୍ରଣ

ଚେତନା ରାଇଜରେ ଚିନ୍ତାର ପରିଭ୍ରମଣ ।।


ସୁପ୍ତ ଆଶାମାନ ନିଜ ବକ୍ଷରେ ହୋଇ‌ ବିଦ୍ଧ,

ଅନାବୃତ ପଲକରେ ନିଦ୍ରାହୀନ ସ୍ଵପ୍ନ ସତ  ।।


ବୟସ ର ଉପେକ୍ଷା ରେ ମନ ହୁଏ ବିଚଳିତ,

ପ୍ରିୟ ସାଥି ସାଜି ମୃତ୍ୟୁ କରେମୋତେ କୋଳାଗ୍ରତ ।।


ଜୀବନ ର ଯଉ ଘରେ ନିତ୍ୟ କର ସଂକୀର୍ତ୍ତନ,

କୃଷ୍ଣ ନାମ ରସ ପାନେ ସୁଖେ ହୋଇବ ମରଣ ।।




Rate this content
Log in