STORYMIRROR

Subal Routray

Others

2  

Subal Routray

Others

ଛୋଟ ପିଲା

ଛୋଟ ପିଲା

1 min
13.7K



*(((()))))*


ସମୟ ବଦଳି ଯାଏ

ସ୍ବଭାବ ଟା ବଦଳି ଯାଏନା,

ଚେହେରାରେ ସମୟର ଛାପ

ଚରିତ୍ରକୁ ସମୟ ଛୁଏଁନା ;

କାଲି କଂଠେ ସେଇ ସୁର ଥିଲା

ଆଜି କଂଠ ସେମିତି ସୁରିଲା ,

ବଂଧୁତା ରେ ଭିଜା ଭିଜା ମନ

ଆଜି ବି ତ ସେମିତି ରଂଗିଲା ,

ଆଜି ବି ସେ ବିନୀତ ଅଂତର

ଯେଉଁପରି ନମ୍ର କାଲି ଥିଲା !

ପରିଚୟ ମାଗ ନାହିଁ ତାକୁ

ତା ଭିତରେ ସେଇ "ଛୋଟ ପିଲା" !


Rate this content
Log in