STORYMIRROR

Maitreyee Kamila

Others

2  

Maitreyee Kamila

Others

ଛୋଟ ବଡ଼ ବିଶୁ ମହାରଣା

ଛୋଟ ବଡ଼ ବିଶୁ ମହାରଣା

1 min
164

ଆମେ ସବୁ ଛୋଟ ବଡ଼ ବିଶୁମହାରଣା

ଆମ ହାତେ ଗଢିଉଠେ ନିତ୍ୟ ନୂତନ ଏ ମାଟିର କୋଣାର୍କ l


ଭୋକିଲlପେଟରେ ଦିଶିଯାଏ ଜୀବନର ଭଗ୍ନାଶ

ଲୁହସବୁ ଶୁଖୁଥାଏ ଶୁଖି ଶୁଖି ଝରୁଥାଏ l


ମମତାର ମୂଲ ଖୋଜୁଥାଏ ଗାଁ ମାଟି

ଆମେସବୁ ମିଶଉ ଥାଉ ହାତ ପରେ ହାତ ଯୋଡ଼ି ଦେବାପାଇଂଜେତେ ସବୁ ଅଧା ଗଢ଼ା ସ୍ବପ୍ନ ର ବନ୍ଧ ବାଡ଼ l


ଝାଳ ମିଶା ଦେହରେ ଆମ ପାରିଲା ପଣ

ତାହାରି ଭିତରେ ମୁରୁକି ହସୁଥାଏ ଜୀବନ l


କାନ୍ଦୁଥାଏ ଲୁହକୁ ଆଖିରେ ଲୁଚେଇ

ଭଙ୍ଗାଗଢା ସ୍ବପ୍ନ ସବୁ ଜଳୁଥାଏ ଦାଉ ଦାଉ ଆମ ହାତରେଖା ପାପୁଲିରେ

ଆମେ କିନ୍ତୁ ବଂଚିଥାଉ ଏ ଜାତିର ମହାନଗୌରବ ଭବିଷ୍ୟରେ l




Rate this content
Log in