Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suchismita Behera

Children Stories Action Inspirational

3  

Suchismita Behera

Children Stories Action Inspirational

ଚେଷ୍ଟା

ଚେଷ୍ଟା

1 min
139


ଚେଷ୍ଟା ଥିଲା ଦିନେ ଶୀର୍ଷକୁ ଚଢିବାକୁ

ସାହାର ଧରି ଉଚ୍ଚ ପାହାଡକୁ ଛୁଇଁବାକୁ

ଦେଇ ପାଦ ଥିରି ଥିରି ଆଗକୁ ଆଗକୁ

ଚାଲିଥିଲି ନ' ଭାବି ପର ମୁହୂର୍ତ୍ତକୁ ।


ନିଆରା ସେ ଅନୁଭୂତି ଯାହା ଅବର୍ଣ୍ଣନୀୟ 

ସମ୍ଭବ କିପରି ଏହା, ଲାଗୁଥିଲା ଅବର୍ତ୍ତମାନ 

ତଥାପି; ଲକ୍ଷ୍ଯ କେବେ ହୋଇନ'ଥିଲା ଅଚଳ

ଚେଷ୍ଟା ମୋର ସବୁବେଳେ ଥିଲା ଅଟଳ ।


ସେହି ଚେଷ୍ଟାର ଫଳସ୍ବରୂପ,

ସଫଳ ହେଲି ପାରି ହେବାକୁ ପ୍ରତି ସୋପାନ

ପହଞ୍ଚିଲି ଉଚ୍ଚତାରେ ପାସୋରି ସବୁ ପରିଶ୍ରମ

ଉପଭୋଗ ହେଲା ଏକ ଅଦ୍ଭୁତ ଅନୁଭବ ।



Rate this content
Log in