Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Others

3  

Akshayakumar Dash

Others

ଚାରି ଧାମ

ଚାରି ଧାମ

1 min
198



ହିମ ମଣ୍ଡଳ ବେଷ୍ଟିତମ୍ ହିମ ମେରୁ ନିବାସୀନେ

ନମାମି କେଦାର ନାଥାୟ ଜଗତ ପିତା

ମମ୍ମ ନମେ।

ନମ୍ମ ଜଗନ୍ନାଥ ଇଷ୍ଟ ଶାଗର ତଟ ବାସିନେ

ମହା ବାହୁ ମହା ନେତ୍ର ମହା ପ୍ରାସାଦ

ଦାୟିନେ।

ନମ୍ମ ରାମେସ୍ଵର ରାମ ମହା ପାତକ ଧ୍ୱଂଶିନେ

ମନ୍ମଥ ନାଥ ମର୍ଯ୍ୟାଦା ପୁରୁଷୋତ୍ତମ

ମହତ୍ଜନେ।

ମମ ପତି ଜଗତ ପତି ଗୋପିଜନ ମହାତ୍ମନେ 

କ୍ରିଷ୍ଟାୟ ନାରାୟଣାୟ ଦ୍ବାରିକାପତୟେ

ପ୍ରଣତ୍ନମେ।

ଚତୃ ଧାମ ନିତ୍ୟ ଧ୍ୟାନ ଅନିତ୍ୟ ସଂସାର

ଗତି

ସର୍ଵ ରିଷ୍ଟ ପାପ ହରେ ଜଗତ ପିତା ସରଣମ୍ ମତି।

ମମ୍ମ ନାଥ ଜଗନ୍ନାଥ ମତ୍ ମୁକ୍ତି କେଦାରନାଥ ନିତ୍ୟ ରାମେଶ୍ୱର୍ ଜପ ଦ୍ବାରିକାନାଥ ଶ୍ରୀପତି।

ଜପ ରାମ ରାମ ହରେ ଭଜ କ୍ରିଷ୍ଟ ହରେ ହରେ

ଜଗନ୍ନାଥ ନିତ୍ୟ କାମ କେଦାର ନାଥ ଧ୍ୟାନାଗ୍ରେ।

ସଂସାର ସାର ପରମେଶ୍ବର ପରମ ଧାମ

ପରମ ପବିତ୍ର,

ଯୋଗୀ, ତପି, ସାଧୁ, ସନ୍ଥ, ସଂସାରୀ

ଏକେଶ୍ୱର ଦିବ୍ୟ ଜ୍ୟୋତି ଧ୍ୟାନଅଧିକାରୀ।

ଓଁ ନମଃ ପ୍ରଭୁ ଜଗତପତେ ଜଗତ ପିତରୋ ନମନ୍।

ଓଁ ତତ୍ ସତ୍। ଶାନ୍ତି ଶାନ୍ତି ଶାନ୍ତି।


(ଇଶ୍ଵର ଏକ, ଚାରିଧାମ, କେଦାର ନାଥ, ଦ୍ବାରିକା ନାଥ, ରାମେଶ୍ବର ନାଥ ଓ ଜଗନ୍ନାଥ। ଏହି ଚାରି ଧାମ ନିତ୍ୟ ଦର୍ଶନ/ସ୍ମରଣ/ପଠନ କରି ଆତ୍ମା ସୁଖ ଶାନ୍ତି, ଆନନ୍ଦ ପ୍ରାପ୍ତ ହୁଏ। ଯାହା ଚତୃ ବର୍ଗ ଫଳ ପ୍ରାପ୍ତ ହୁଏ। ଯଥା ଧର୍ମ, ଅର୍ଥ, କାମ, ମୋକ୍ଷ। ବଂଧୁ ଗଣ, ବିଶ୍ଵାସ ଓ ଆନନ୍ଦ ଈଶ୍ବରଙ୍କ ସ୍ୱରୂପ। ବିଶ୍ଵାସରେ ପାଠ କରି ଶାନ୍ତିରେ ଜୀବନଯାପନ କରିବାକୁ ପ୍ରେରଣା ମାତ୍ର।)


Rate this content
Log in