STORYMIRROR

Prasanna Kumar Madala

Others

3  

Prasanna Kumar Madala

Others

ଚାମଚ

ଚାମଚ

1 min
11.3K


ଯେଉଁ ଚାମଚରେ ବ୍ୟଞ୍ଜନ ଭରିଛ

ତାକୁ ତ ରଖିଛ ବାନ୍ଧି

ଲୁଣ ହଳଦୀର   ଚାମଚ ଛାଡିଛ

ତହିଁରେ କି ହେବ ରାନ୍ଧି

ହେଲେ ହେଉ ତାହା ଚାନ୍ଦି

ପାଟିକୁ ନଗଲେ ଭୋକ କି ମରିବ

ମରୁଛି ମୁଁ କାନ୍ଦି କାନ୍ଦି ।



Rate this content
Log in