STORYMIRROR

Brundabana Pradhan

Others

1  

Brundabana Pradhan

Others

ବ୍ୟଥା

ବ୍ୟଥା

1 min
25

ସହିବାକୁ ବହୁତ ଚେଷ୍ଟା କରେ

ପାରେ ନାହିଁ ସହି ବୋଲି ତ 

ମୋ ଚାରିଆଡ଼େ ଶତ୍ରୁ 

ଯାଇଛନ୍ତି ଘେରି ।

ବର୍ଷା ବି ବୁଝେନାହିଁ

ମୋ ମନ ଗହନର କଥା

କେବଳ ଭିଜେଇ ଦିଏ ମତେ

ଅସହିଷ୍ଣୁ ପରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍