STORYMIRROR

Abhinaba Pattniak

Others

2  

Abhinaba Pattniak

Others

ବ୍ୟଥା

ବ୍ୟଥା

1 min
1.0K


ସାଥୀ ହୋଇ ଯେବେ ଜାଣେନି ମନର କଥା ,

କା ଆଗେ କହିବି କୁହ ପ୍ରଭୁ ମନର ବ୍ୟଥା ।

ତୁମେ ଶାକ୍ତ ତୁମେ ଶିବ ଅବ୍ୟକ୍ତ ନିରଞ୍ଜନ,

ମୋ କଥା ବୁଝ ହେ ଗର୍ବ ଗଞ୍ଜନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍