ବୁଦ୍ଧ
ବୁଦ୍ଧ
1 min
12K
ହେ
ଦିଗଦର୍ଶକ ସ୍ରଷ୍ଟା
ସନ୍ଥ ବୁଦ୍ଧ
ହିଂସା ଇର୍ଷା ଅହଂ ର
ଯଜ୍ଞ ହୁତି ପରେ
ତପସ୍ୟାର।
ତଲ୍ଲୀ ନେ ତଲ୍ଲି ନେ
କାମନାର ବିନାଶ
ଦୁଃଖର ବିନାଶ
ତେଜସ୍ବୀନି ବାଣୀ
ପ୍ରକମ୍ପିତ ହୃଦୟର
ପ୍ରତିଟି ସ୍ପନ୍ଦ ନେ
ସୁପ୍ତ ସବୁ ଜାନ୍ତବ କାମନା
ପୁନରପି ଜନମଂ ପୁନରପି ମରଣଂ
ପୁନରପି ଜନନୀ ଜଠରେ ଶୟନଂ" I
