STORYMIRROR

Puspanjali Panda

Others

3  

Puspanjali Panda

Others

ବସାଟିଏ ମୋ ଘର

ବସାଟିଏ ମୋ ଘର

1 min
151

ତୁମେ ଆଉ ମୁଁ 

ଆମ ଇଛା ର ଅଙ୍କାବଙ୍କା ନଈ,

ମେଘ ଢ଼ଙ୍କା ଆକାଶର ଉଡୁଥିବା ପକ୍ଷୀ

ମଥାନତ ସନ୍ଧ୍ୟା ର

ମନ୍ଦିର ର ଆଳତୀର

ଘଣ୍ଟ ଘଣ୍ଟା ଶବ୍ବ

ସବୁ ର ସମାହାର

ମୋ ଘର।

କିଛି କିଛି ଦେଇ ହଉଥିବା

ସମୟ ନିଜ ପାଇଁ, ଆଉକାହାପାଇଁ

ତ୍ୟାଗର ,ସମର୍ପିଣର 

ବସାଟିଏ

ମୋ ଘର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍