Prajna Paramita Mohanty
Others
ତୁମର ଅପେକ୍ଷା ଥିଲା, ହେବା ଯାଏଁ ଦଗ୍ଧୀଭୂତରୁ ଦ୍ରବୀଭୂତ,
ତୁମେ ଆସିଅଛ ତୁମ ଆଲିଙ୍ଗନେ କରିବାକୁ ଆପ୍ଳୁତ,
ତୁମର ମୃଦୁ ଶୀତଳ ସ୍ପର୍ଶରେ ତନୁ ଯେ ସଲିଳ-ସ୍ନାତ,
ହେଲେ,କର ନାହିଁ ମାତ୍ରାଧିକ ପ୍ରେମରେ ତୁମର ପ୍ଳାବିତ !
ପାପ
ଶୂନ୍ୟସ୍ଥାନ
ଅବ୍ୟକ୍ତ
ଅନୁଭବ
ବସନ୍ତ
ଦୁଇଟି ଏକପଦୀ
ନିର୍ବାଣ ନିମଗ୍...
ମଧ୍ୟରାତ୍ରି