STORYMIRROR

DEEPAK KUMAR PATRA

Others

3  

DEEPAK KUMAR PATRA

Others

ବର୍ଷା

ବର୍ଷା

1 min
197

କାଲିର ରାତିନୁ ବର୍ଷା ଖାଲିବର୍ଷା 

ଘାରିଛେ ପରେ ନିଶା

ଆକାଶର ମୁହେଁ ତ

ଉବୁରି ପଡୁଛେ ମନର ଟିକେ ଆଶା ।


ବର୍ଷା ଭିଜା ସକାଲର ସପନ

ଯଉଛେ ପରେ ବୁତରି

କରୋନା ମାଡେ କୁଙ୍କୁରି କାଙ୍କରି

ମୁହୁର୍ତ୍ତେ ଯାଇଛେ ଉତରି ।


ପେଜୁଆ ପେଜୁଆ ଆଖିନେ

ସପନର କେତେ ଲହରୀ

ଦୂର ଆକାଶୁ ଭୁତାଣୁ ଅଉଛେ

ଅଣଚାଶ ବେଗେ ପହଁରି ।


ନର ରାକ୍ଷସ ଲେଖେ ମାରି ନଉଛେ

ଭୂତାଣୁ ର ପରା ହବସ୍

ଶୂନ ଶାନ ପରେ ଗାଁ ପରିବେଶ

ମୁନୁଷ ବି ହିଛେ ବିବଶ ।


Rate this content
Log in