Sudhashree Bhattamisra
Others
ବର୍ଷା ତମେ ବହି ଯାଅ
ଝରି ଯାଅ
ଟିକେ ଶବ୍ଦ କରି
ଦିଅ ତମ
ଶବ୍ଦ ମତେ
ମଧୁର ଲାଗେ
ହେବି ପଛେ ଆର୍ଦ୍ର
ତୁମକୁ ତୋଳି ଧରିବି
ପୃଥିଵି
ଜୀଵନ
ସଂଗ୍ରାମ
ସେ
କ୍ଷତ
ମୁଁ
ଅନୁତାପ
କଠୋରତା