STORYMIRROR

Pravatirani Mohanty

Others

4  

Pravatirani Mohanty

Others

ବର୍ଷା ସହ କିଛି ସୄତି

ବର୍ଷା ସହ କିଛି ସୄତି

1 min
407

ମନେ ପଡେ ଆଜି ସେହି ପିଲାଦିନ

ମିିଳିବନି ଆଉ ଆଜି

ବିିଗତ ଅତୀତ ସମୟ କୋଳରେ

ଯାଇଅଛିି ଯାହା ହଜି।

ଭାରି ଭଲ ଲାଗେ ପହିଲିି ବରଷା

ଯେବେ ଏ ମାଟିକୁ ଛୁଏଁ

ନାଚି ନାଚି ଯାଏ ତନୁ ମନୁ ମୋର

ପୁୁଲକିିିତ ପ୍ରାଣ ହୁୁଏ।

ବରଷା ଆକାଶେ ଆକୀଂ ହୋଇଯାଏ

ଇଦ୍ରଧନୁର ଶୋଭା।

ସାତରଗଂ କିଏ ଭରିଦେଲା ସତେ

ଦିିଶେ କେତେ ମନ ଲୋଭା

ଗଛ ପତରରେ ଟୋପା ଟୋପା ଜଳ

ଥିିରି ଥିରି ଯାଏ ଝରିି

ସତେକି ବରଷା ନାଚି ନାଚି ଆସି

ମନ କରୁଥାଏ ଚୋରିି।

ମୟୂର ନାଚଇ କଳା ମେଘ ଦେଖି

ସବୁଜ ଦିଶଇ ଧରା 

ସେ ସ୍ମୃତିରେ ଆଜି ଭିିଜୁଛି ଭିିଜିିିବି

ମୋର ଏ ଜୀବନ ସାରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍