STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ବର୍ଷା ! ପବନର ଚଇତାଳି ।

ବର୍ଷା ! ପବନର ଚଇତାଳି ।

1 min
14.1K


ବର୍ଷା ! ପବନର ଚଇତାଳି ।

ପବନ ଖେଳୁଛି ଚଇତାଳି, ମନ କହୁଛି ତାକୁ ଆରେ ପବନ ତୋ ସ୍ପର୍ଶରେ ଭରି ରହିଛି ମତୁଆଲା ପବନ ଗୋଲାପର ସହର ଏଠି ତୁ ଅଛୁ ହେଲେ ନାହିଁ ମୋ ପ୍ରିୟତମାର ପରଶ ଯା ତୁ ତ ବହୁଥିବୁ ସେ ସହରରେ ଯେଉଁଠି ଅଛି ସେ ତାକୁ ଯାଇ କହ ! ତା କାନେ ଚୂପି ଚୂପି, ଏଠି ଲାଲବାଗର ରଙ୍ଗବେରଙ୍ଗ ଗୋଲାପ ଫୁଲ ତୋ ମତୁଆଲା ଛୁଆଁ ଆଉ ବାଙ୍ଗାଲୋର ସହରର ଯନ୍ତ୍ରବତ ଚାଲୁଥିବା ମଣିଷଙ୍କ ଭିତରେ ମେଜେଷ୍ଟିକ ମାର୍କେଟ ମୁଁ ତା ପ୍ରୟତମ ସବୁ ଅପରିଚିତା ମାନଙ୍କ ଭିତରେ ଖୋଜୁଛି ତାକୁ ଏକା ସେ ଆସିଲେ ପବନ ବର୍ଷା ଦୁହେଁ ମିଶି ଖେଳିବୁ ଖେଳ ! ବର୍ଷା । ପବନର ଚଇତାଳି ।

ରାମ ପ୍ରସାଦ ବିଶୋଇ (କାଶ୍ୟପ) ଲାଲବାଗ, ବାଙ୍ଗାଲୋର । ତା-୧୦-୦୬-୧୬ ସମୟ-ଦିବା-୦୩-୫୨ ମି, ।


Rate this content
Log in