STORYMIRROR
ବର୍ଷା...
ବର୍ଷା ଓ ଖୋଲା ଝର୍କା
ବର୍ଷା ଓ ଖୋଲା ଝର୍କା
ବର୍ଷା ଓ ଖୋଲା ଝର୍କା
ବର୍ଷା
ଖୋଲା ଝର୍କା
ପାଣି ଛିଟିକା
କପେ ଚା
ମେଲା ଡାଇରୀ
ନାଲି ପେନ୍
ଦେହରେ ନିଆଁ
ଏବଂ ତୁମେ।
ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍
More oriya poem from Satyabati Swain
Download StoryMirror App