STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ବର୍ଷା ବର୍ଣ୍ଣ।ଳୀ

ବର୍ଷା ବର୍ଣ୍ଣ।ଳୀ

1 min
2.4K


  • ବର୍ଷା ବର୍ଣ୍ଣ।ଳୀ

    କିଛି କହିବା କୁ ଯୁଟେନି ସାହସ , କିଛି ଆପଣା ଛାଏଁ କହି ହୋଇ ଯାଏ ,କିଛି ଅବ୍ୟକ୍ତ ରହିଯାଏ , ବର୍ଷା ! ତମେ କିନ୍ତୁ ସବୁ କିଛି କହି ଯାଅ , ଅଯାଚିତ ଭାବେ ଦେଇ ଯାଅ ତମ ସେଇ ଆସିବା ଯିବା ଭିତରେ ପୃଥିବୀ ଓ ଆକାଶ ନୃତ୍ୟଆଙ୍ଗନେ ସାଜେ "ବର୍ଷା ଵଣ୍ଣାଳି ""

    @କାଶ୍ୟପ । ତା-୧୦-୦୭-୧୬ ସକାଳ-୮-୩୮-ମି , ରାୟଗଡ଼ା ।

     
     


Rate this content
Log in