STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ବର୍ଷା ଆସୁଛି ।

ବର୍ଷା ଆସୁଛି ।

1 min
2.5K


  • ବର୍ଷା ଆସୁଛି ।

    ବର୍ଷା ଆସୁଛି ଆକାଶ ଆଖିର ହୋଇ କଜଳ ରୂପକ ମେଘକୁ ନେଇ ଦେଖି ମେଘ, ନାଚୁଛି ମନ ମୟୂରୀ ବନେ, ପୃଥିବୀ କୁ କରୁଛି ଅଣ ନିଶ୍ଵାସୀ ଆକାଶ ଅତର୍କିତ ଭାବେ ଅଜାଡି ବର୍ଷା ସହ ତା ସାଇତା ପ୍ରେମ, ଭିଜା ମାଟି ଗର୍ଭେ ପ୍ରତୀକ୍ଷାରତ୍ତ ଅଙ୍କୁରତ ବୀଜ ଦେଖିବ ସେ ନୂଆ ଆଲୋକ, ସବୁଜିମା ରଙ୍ଗ ଶାଡି ପିନ୍ଧି, ଗଭା ରେ ଖୋସି କଦମ୍ବ ,ମାଳି,ମାଳତୀ, କେତେ ରଙ୍ଗ ବେରଙ୍ଗ ଫୁଲ ହସୁଛି ଆକାଶ ମନ ଭରି ଆସୁଛି ବର୍ଷା ।

    @କାଶ୍ୟପ । ରାତ୍ର-୧୦-୩୮ ମି, ତା-୧୮-୭-୧୭ ରାୟଗଡ଼ା ।

     
     
 
 
 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍