STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ବଞ୍ଚିବାର ଅବଲମ୍ବନ !

ବଞ୍ଚିବାର ଅବଲମ୍ବନ !

1 min
2.5K


ବଞ୍ଚିବାର ଅବଲମ୍ବନ !

ପ୍ରଯାୟ, କ୍ରମରେ ଚାଲୁଥିବା ପ୍ରକ୍ରିୟାର ସୋପାନ, ଗତିର ଧାରା , କିଛି ଆପଣା କିଛି ପର ପର ହୋଇ ବି ଆପଣାଠୁ ଅଧିକା ସଦ୍ୟ ଘଟି ଯାଇଥିବା ଘଟଣାବଳୀ କିଛି ଅନୁଭୂତି, କିଛି ସ୍ମୃତିର ଆଲେଖ୍ୟ କିଛି ମିଠା କିଛି ଖଟା କିଛି ପାଇବା କିଛି ହାରିବା ଗୋଟିଏ ପରେ ଆଉ ଗୋଟିଏ ଆସୁଥିବା ସମୟର ଲହଡ଼ି । ଅନୁଭୂତି; କିଛି ଘଟଣାବଳୀ ର ନିଷ୍କର୍ଷ, ଭଲ ଆଉ ମନ୍ଦ ଉଭୟର ଅନୁଭବ, ସ୍ମୃତିରେ ରହି ଯାଆନ୍ତି କିଛି, ଅନ୍ତିମ ପ୍ରଯାୟ ପର୍ଯ୍ୟନ୍ତ ଭୁଲି ବି ଭୁଲି ହୁଏନି ରହିଯାଇ ଥାଏ ଟିକିକ ଆଶା କାଳେ ମିଳିଯିବ ହଜିବା କାଲି । ପ୍ରତିକ୍ଷା; ମଉଳି ଯାଇଥିବା ଗତକାଲି ଆସନ୍ତାକାଲି ର ଆଶା ବାଧ୍ୟ କରେ କରିବାକୁ ପ୍ରତିକ୍ଷା, ମନ କହେ ପାଇବ, ବିବେକ କହେ , ଅସମ୍ବବ ! ତଥାପି, ଜୀବନ କହେ ! କର ପ୍ରତିକ୍ଷା , ବାକି ରହି ଯାଏ , ଖାଲି, ବଞ୍ଚିବାର ଅବଲମ୍ବନ ।

ରାମ ପ୍ରସାଦ ବିଶୋଇ , (କାଶ୍ୟପ) ରାୟଗଡ଼ା । ତା-୨୨-୦୬-୧୬ ସମୟ-ରାତ୍ର-୧୧-୦୭ ମି ।


Rate this content
Log in