ବଂଧୁରେ
ବଂଧୁରେ
1 min
13.9K
ବଂଧୁରେ ,
କହିବାକୁ ଯାହା ଚାହୁଁ
କହି ଦେବୁ ମନ ଖୋଲି ,
ବଂଧୁ ପରା ମଧୁ ବନ
ନୁହେଁ ସିଏ ଚୋରା ବାଲି !
ମାନ କିଛି କରେ ନାହି
ଅଭିମାନ କରେ ନାହିଁ
କାରଣ ବଂଧୁ ନ ଥିଲେ
ଏ ଜୀବନ ଖାଲି ଖାଲି !
