STORYMIRROR

Sonali Garnayak

Others

3  

Sonali Garnayak

Others

ବିଷ

ବିଷ

1 min
239

ତିଳ ତିଳ କରି ଜାଳିବ କି ମୋତେ 

ଘୃଣା ଆଉ ବିଷ ମୋ ପାଇଁ ଭରିଛ ଏତେ 

ଭେଦୁଛ ନିତି ସ୍ୱର ରୁକ୍ଷତାର 

ଥରୁଛି ସ୍ପନ୍ଦନ ପ୍ରତି ମୁହୂର୍ତ୍ତର 

ସନ୍ଧାନ କରିନି କେବେ ସେ ଭୁଲର 

ପ୍ରତ୍ୟାଖାନ କରୁଛି ପ୍ରତି ନିଃଶ୍ୱାସର 

ରହିଲା ଏତିକି ଆକୁଳ ନିବେଦନ 

ପାତିବ କର୍ଣ୍ଣ ଶୁଣିବାକୁ ମୁତ୍ୟୁ ସମ୍ବେଦନ 

ଗୁହାରି ଏତିକି ଶ୍ରୀଛାମୁ ପୟରେ 

ଆର ଜନମରେ ଭେଟ କରିବନି ତା ସାଥିରେ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍