STORYMIRROR

Monalisha Panda

Others

3  

Monalisha Panda

Others

ବିଶ୍ଵାସ

ବିଶ୍ଵାସ

1 min
169

କେବେ ଭାଙ୍ଗି ନାହିଁ ଭାଙ୍ଗିବ ବି ନାହିଁ

ମୋର ଏ ବିଶ୍ବାସ

ନିଶ୍ଚେ ଦୃଢ଼ କରି ରଖିବି ଏହାକୁ

ଚାଲୁଥିବା ଯାଏଁ ମୋ ନିଶ୍ବାସ ।।


ସମ୍ପର୍କ ଓ ବିଶ୍ୱାସ ର

ଯେବେ ହୁଏ ମିଳନ

ରହି ପାରନ୍ତିନି ଦୁହେଁ

କେବେ ହୋଇ ବିଚ୍ଛିନ୍ନ ।


ବିଶ୍ବାସ ସହ ଯୋଡ଼ି ରହିଥାଏ

ଭରସା ଏକ ଶବଦ

ମିଳିତ ହୋଇ ବିଶ୍ବାସ ଭରସା

ବଜାନ୍ତି ଖୁସି ର ବାଇଦ ।।


Rate this content
Log in