ବିଶ୍ଵ କର୍ମା
ବିଶ୍ଵ କର୍ମା
1 min
11.9K
ବିଶୃଙ୍ଖଳିତ
ଅସଜଡା ସ଼୍ଙୃଷ୍ଟି କୁ
ସଜାଡ଼ିବା ପାଇଁ..
ହେ ବିଶ୍ୱକର୍ମା
ଆଉ ଥରେ
ତୁଳୀ ଧର
ରଙ୍ଗ ନେଇ
ଆଙ୍କି ଦିଅ
ନବ ସ଼୍ଙୃଷ୍ଟି
ଯେଉଁଠି ନ ଥିବ
ହିଂସା ର ଆଗ୍ନେୟ ଗିରି
ଇର୍ଷା ର ଝଡ଼
ସ୍ୱାର୍ଥ ର ଭୂମିକମ୍ପ
ଆଉ କରୋନା ର ଆତଙ୍କ I
