STORYMIRROR

Ajay kumar Behera

Children Stories

4  

Ajay kumar Behera

Children Stories

ବିଶ୍ୱ ବିଜ୍ଞାନ ଦିବସ

ବିଶ୍ୱ ବିଜ୍ଞାନ ଦିବସ

1 min
408


ବିଜ୍ଞାନ ବଢାଏ

ହିତାହିତ ଜ୍ଞାନ

ସତ୍ୟ ମିଷ୍ଠ ନିଷ୍ଠା

ଅଳ୍ପାଭାଷୀ ହୁଏ

ଯିଏ ପାଏ ସଠିକ

ବିଜ୍ଞାନ ଜ୍ଞାନ।।


ଲୋଭି ବିଜ୍ଞାନ ଜ୍ଞାନ

ଯୁକ୍ତିବଳେ ଆମେ ଜିତୁ ଆମରି କର୍ମ

ଅନ୍ଧ ବିଶ୍ୱାସେ

ଆମେ ବର୍ତ୍ତି ଯାଉନା

କର୍ମ କରିବାରେ କରିବାକୁ 

ପଡେ ନାହିଁ ଆମକୁ

ଜମା ବାହାନା।


ମିଶା ମିଶି ଫେଣ୍ଟା ଫେଣ୍ଟି କରି

ଗଢୁ ନୂଆ ଦରବ

ମପାମପି କରି

ବାଛୁ ଯେତେ ଅପ ଦରବ।।


ଉତ୍ଥାନ ପତ୍ତନ

ଆସ୍ରବଣ ଅବକ୍ଷେପଣ

ପାତନ ଉର୍ଦ୍ଧ୍ବ ପାତନ

ବଢାଏ ଆମରି ମାନ।।


ଟିକିଏ ଟିକିଏ କଥାରେ

ଘର୍ଷଣ ଦହନ ତାପ ବିକିରଣ

ପରୀକ୍ଷା ନିରୀକ୍ଷା

କରାଇ ଦିଏ ସବୁ ସ୍ମରଣ।।


ରାସାୟନିକ ଭୌତିକ

ଯେତେ ପରୀକ୍ଷା

ସଂଯୋଗ ବିଯୋଗ

ସମ ଯୋଜିତ

ବଢାଏ ଜ୍ଞାନକୁ

କରି ବିକଶିତ।।


ଦ୍ରବ ଦ୍ରାବକର ସମ ମିଶ୍ରଣ

ଦ୍ରବଣରେ ହୁଏ ପରି ପୂରଣ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍