Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ବିପନ୍ନ ଜୀବନ

ବିପନ୍ନ ଜୀବନ

1 min
6.7K


ବିପନ୍ନ ଜୀବନ

କଣ୍ଟକିତ

ହାତ/ବାହୁ

ବନ୍ଧନେ ବାନ୍ଧି ନେଇ

ନିଜକୁ

ଯୋଡି ନେଲି

ତା ଡାଳେ-----------!

ସେ ନେଲା

ଯତ୍ନ

ମୋ ସାରା ଦେହର

ଭୋକିଲା ଚକ୍ଷୁରେ

ଦେଖି ଚାଲିଲା

ରକ୍ତ ଶ୍ରାବିତ

ମୋ ଯୌବନକୁ-------!!

ସେ ଥିଲା

ପ୍ରୀତି ମହୁ ଇନ୍ଦ୍ରଜାଲ ଯେମିତି ଚାହୁଁଥିଲା ସେମିତି

କରି ନେବାକୁ

ତାର

ଅତି ନିଜର-------!!!

ବର୍ତ୍ତମାନ

ମୁଁ ନାଚାର ପ୍ରେମିକ

ମଦାରର ମାଙ୍କଡ଼ସା

ନାଚ

ମୋ ବିଧି ବିଧାନ,

ଦେଖାଣାହାରିଙ୍କ ଭାରି

ଭିଡ଼

ତିନି ଛକ ବଜାର

ମଧ୍ୟରେ

ନିଦାଘ ଗ୍ରୀଷ୍ମରେ ଅଂଶୁଘାତେ ପୀଡିତ ରୋଗୀ ଭଳି

ଆଜି

ବିପନ୍ନ ଜୀବନ--------!!!!

©®କାଶ୍ୟପ,

ରାମ ପ୍ରସାଦ ବିଶୋଇ

ରାୟଗଡା


Rate this content
Log in