STORYMIRROR

Susil Pani

Others

2  

Susil Pani

Others

ବିନ୍ଦୁଏ ସିନ୍ଦୂର

ବିନ୍ଦୁଏ ସିନ୍ଦୂର

1 min
289


ବିନ୍ଦୁଏ ସିନ୍ଦୂର ଆଉ ଦୁଇପଟ ଶଙ୍ଖା ।

     କୁମାରୀ ଝିଅଟି ପିନ୍ଧି ହୁଏ ବିବାହିତା ।।

କୁଆଁରି ଝିଅଟି ସାଜେ ନବବଧୂ ବେସ ।

   ବରବେଶ ସାଜି ଆସେ ତାର ମନର ମଣିଷ ।।

ଝିଅ ହସ୍ତେ ପୁଅ ହସ୍ତ ରଖି ପଡେ ହସ୍ତଗଣ୍ଠି ।

    ବେଦି ଚାରିପାଖେ ସାତଘେରା ବୁଲା

ଓ ହୋମ ନିଆଁ ରହେ ସାଖି ।।

ପିଲିଦିନୁ ଚିହ୍ନା ଲୋକଙ୍କୁ ସିଏ ପରକରି ।

   ଅଚିହ୍ନା ଲୋକଙ୍କୁ ନିଏ ଆପଣାର କରି ।।

ନାମ ଜାତି ଗୋତ୍ର ତାର ବଦଳିନ ଜାଏ ।

    ସ୍ବାମି ଦେଇଥିବା ନାମ ଓ ତାଙ୍କର

      ଜାତି ଗୋତ୍ରରେ ସେ ନିମିତ ହୁଏ ।।

ଝିଅ ଜନମତ ପରଘରକୁ ଅଛି ବିଧିର ବିଧାନ ।

 ସ୍ବାମି ଶାଶୁ ଶଶୁରଙ୍କୁ ସେବି ସୁଖେ ବିତାଅ ଜୀବନ।।



Rate this content
Log in