STORYMIRROR

Meenakshi Padhy

Others

2  

Meenakshi Padhy

Others

ବିଜୟୀ

ବିଜୟୀ

1 min
211

ସମର ସଜ୍ଜା ଯୁଦ୍ଧ ପ୍ରାଙ୍ଗଣେ

ସଜାଇ ମୁଁ ଛନ୍ଦି ଛନ୍ଦି

କଉଶଳେ ରଣେ ଚଳାଇ ମୁଁ ଗୋଟି

ହୋଇ ନାହିଁ ରାଜବନ୍ଦୀ ।

ତୁମର ବି ଗଲେ ମୋର ବି ଗଲେ

ବଂଚିଛି ମୁଁ ଏକା ହୋଇ

ଜିତି ବି ହାରିଛି ଭାବୁଛି ଜୀବନେ

ଜିତିବାର ମାନେ ନାଇଁ ।


Rate this content
Log in