STORYMIRROR

Prabhanjana Tripathy

Others

4  

Prabhanjana Tripathy

Others

ବିଜ୍ଞାନଗାର

ବିଜ୍ଞାନଗାର

1 min
427

ପରୀକ୍ଷା କରି ଦେଖିଲି ଥରେ  

ମୋ ହୃଦୟ ବିଜ୍ଞାନାଗାରେ  

ଏ ସାରା ପୃଥିବୀ ଶରୀର ରକ୍ତ  

ମୋ ଶରୀରେ ଝରେ  

କଳ୍ପନାର ବାହାରେ ଥିଲା   

ମୋରି କଷାଗାର  

ସମସ୍ତ ବସ୍ତୁ ମୋରି ଆଦର  

ମୋ ମୂଳ ସତ୍କାର  

ସେହି ବ୍ୟଞ୍ଜନ ସମାନ ବର୍ଣ୍ଣ  

ସ୍ଵାଦନେ ନାହିଁ ବାର  

ଜୀବନ୍ତ କରି ରଖେ ସେଥିପାଇଁ  

ମାନବର ଶରୀର  

ହେଲେ କିମ୍ପା ହୀନ ସାର୍ଦୁଳ ଭାବ  

ମାନବ ନ ଚୀନହେ ନରେ  

ଏକଇ ଲହୁର ସ୍ୱାଭିମାନ ନାହିଁ  

ମଣିଷ ମଣିଷ ମାରେ  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍