ବିଦ୍ୟାଳୟର ସ୍ମୃତି
ବିଦ୍ୟାଳୟର ସ୍ମୃତି
1 min
195
ଏଇ ମୋର ବିଦ୍ୟାଳୟ
ଛୋଟ ହେଉ ପଛେ ଝାଟି, ମାଟିର ସେ ଘର।
ଥିଲି ଯେବେ ଛୋଟ ପିଲା
କରୁଥିଲି ହୋ ହାଲ୍ଲା
ସାଙ୍ଗ ସାଥୀ ମେଳେ
କେତେ ମୁଁ ଯେ ଖେଳେ
ମନେପଡେ ବେଳେ ବେଳେ।
ହୃଦୟ ଆଲମାରୀରେ ଥାକ ଥାକ ହେଇ ଚେଇଁ ରହିଥାନ୍ତି
ସମୟର ଅନୁକୂଳେ ।
ନିରବତାରେ
ଆଖିଆଗରେ
ସ୍ମୃତି ସବୁ ପବନ ହେଇ
ବହିଯାଏ ବେଳେବେଳେ।
