STORYMIRROR

Puspalata Sahoo

Children Stories

3  

Puspalata Sahoo

Children Stories

ବିଦ୍ୟାଳୟ

ବିଦ୍ୟାଳୟ

1 min
217

ବିଦ୍ୟାଳୟ ମୋର କେଡେ ଆପଣାର 

ଭାବି ବସେ ଯେବେ କଥା ତାହାର 

ମନେ ଭରି ଦିଏ ଆଶାର ଆଲୋକ 

ଶିକ୍ଷା ଚେତନାର ନୂଆ ମୁଲକ !!

ସାଙ୍ଗ ସାଥି ମେଳ ଖେଳ ଯେ କେତେ 

ସବୁ ଲାଗେ ଆଜି ସପନ ମୋତେ 

କରୋନା ନେଇଛି ସବୁ ଛଡାଇ 

ଏକା ଏକା ଆଜି ନାହିଁ ମୋ କେହି !!

କେବେ ହେବ ଦୂର ଏ ମହାମାରୀ 

ପ୍ରଭୁଙ୍କ ପାଖରେ କରେ ଗୁହାରି 

ରଖ ସଦା ତୁମ ଚରଣ ତଳେ 

ସୁଖ ଭରି ଦିଅ ଜୀବନ କାଳେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍