STORYMIRROR

Sudipta Behera

Others

3  

Sudipta Behera

Others

ବିଦାୟ

ବିଦାୟ

1 min
11.5K

ତୁମେ ସ୍ରଷ୍ଟା

ହୃଦୟ ର ନିକ୍ବଣରୁ

ଅନୁଭବ କରି ପାରୁଥିବା

ସ୍ପନ୍ଦିତ ସ୍ପର୍ଶ

ହର୍ଷିତ ଚେହେରା

କେବେ ଅନୁସନ୍ଧିତ୍ସୁ ଭାବନା

ଆଉ କେବେ ଚଳଚ୍ଚିତ୍ର

ଖଳନାୟକର ବେପରୁଆ

ଦୃଷ୍ଟି ଭଙ୍ଗୀ.......

ମନକୁ ବାନ୍ଧି ରଖି ପାରୁଥିବା

ନିଚ୍ଛକ କଳାକାର

ଯଦିବା ମୃତ୍ୟୁ ଅନିବାର୍ଯ୍ୟ

ଅକସ୍ମାତ୍ ବିୟୋଗ

ବିଚ୍ଛେଦର ଜ୍ୱାଳା

ଅସହ୍ଯ ଅସହଜ

ଯନ୍ତ୍ରଣା ଦଗ୍ଧ.... 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍