STORYMIRROR

Jagabandhu Sahu

Others

2  

Jagabandhu Sahu

Others

ବିଦାୟ ନେଉଛି ଆଜି ଅଠର

ବିଦାୟ ନେଉଛି ଆଜି ଅଠର

1 min
712


ଗୁମୁରି କାନ୍ଧୁଛି ପୁରୁଣା ବର୍ଷଟି

ମନେ ତାର କେତେ ଦୁଃଖ

କେତେ ହସ ଖୁସି ଦେଇ ଯେ ଆମକୁ

ବିଦାୟ ନେଉଛି ଦେଖ


ପୁରୁଣା ବର୍ଷଟି କହୁଛି ହେ ବନ୍ଧୁ

ଯିବ ନାହିଁ ମୋତେ ଭୁଲି

ନୂତନ ସକାଳ ହୋଇ ତୁମ ପାଇଁ

ଆସିବି ପୁଣି ମୁଁ ଚାଲି


ବିଦାୟ ଦିଅ ହେ ଯିବା ପାଇଁ ମୋତେ

ଆହେ ବନ୍ଧୁ ସଖା ମୋର

ନୂତନ ବରଷ ହେଉ ସୁଖମୟ

ଶୁଭ କାମନା ଯେ ମୋର


[ ପ୍ରେମ୍ କବି ଜଗବନ୍ଧୁ ସାହୁ ]

[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍