Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Rout

Others

3  

Jharana Rout

Others

ବିଦାୟ 2021

ବିଦାୟ 2021

1 min
250


ଆସୁଛି ଆସୁଛି ନୂତନ ବର୍ଷ

     ମନରେ ଆଣେ କେତେ ଆନନ୍ଦ

   ସରାଗ ହେଇ ବସିଛି ଗୋ ସଖି

      ତା ପାଁଇ ଆଣିବ ଖୁସିର ଖବର ।


   ବିତିଗଲା ଦିନ ବିତିଗଲା ମାସ

     ଆଜିବି ବିତିଲା ବରଷଯାକ

  କେତେ ଦୁଃଖ ଆଣିଦେଲା ଏହି ବରଷ

     ଲୁହରେ ଭିଜିଲା ବସୁଧା ମୋର ।


   ବିଦାୟ ନେଇ ଗୋ ଯାଉଛି ଏ ବରଷ

      ନୂତନ ବରଷକୁ ଅଭିନନ୍ଦନ

   ଶୁଭରେ ଶୁଭରେ ବିତୁ ଗୋ ସଭିଙ୍କର

      ନ ଆସୁ କାହା ଜୀବନେ ଦୁଃଖ ସମ୍ଭାର ।

   

    ପ୍ରଭୁଙ୍କ ଚରଣରେ ମୋର ଏତିକି ପ୍ରାର୍ଥନା

       ଏ ବିଶ୍ୱବାସୀଙ୍କୁ ତୁମେ ରଖ ଭଲରେ

    ହିଂସା ଇର୍ଷା ରାଗ ସବୁ ଦୁରେଇ ଦିଅ ହେ

       ସଭିଙ୍କୁ ବାନ୍ଧି ରଖ ତୁମ ବାହୁବନ୍ଧନରେ ।    


Rate this content
Log in