STORYMIRROR

Puspanjali Panda

Others

3  

Puspanjali Panda

Others

ବିଚିତ୍ର

ବିଚିତ୍ର

1 min
226

କାହିଁ କେତେ ସ୍ବପ୍ନ 

ଦେଖିଥିଲା ଆଖି 

କାହିଁ କେତେ ରଙ୍ଗ

ମୁହେଁ ଥିଲା ମାଖି

ହେବାକୁ ପ୍ରାଣର ସଖୀ ।l


ଆଜି ଭାଙ୍ଗିଗଲା ସବୁ ସ୍ୱପ୍ନ

ଆକାଶେ ଉଆଁସୀ ଜହ୍ନ

ଜୀବନ ଟା ପ୍ରାଣ ହୀନ

ରଙ୍ଗଫିକା ଏ ଉଦାସୀମନ l।


ନିତି ଭାଙ୍ଗୁଥାଏ ଗଢୁଥାଏ

ଛାଇ ଆଲୁଅରେ ଖେଳୁଥାଏ

ହସ କାନ୍ଦର ଆସର

ଜୀବନରେ ଜମିଥାଏ ll


କାହାକୁ ପଚାରେ କିଏ?

ବିଚିତ୍ରବଣ୍ଣାର ରଙ୍ଗ

ତୁଳୀରେ ଉଠାଇନାହି

ଆଖିଖୋଲି ସପନକୁ

ଦେଖିବାହେବକି ନାହିଁ ।l


ଭଙ୍ଗା ସପନକୁଯୋଡି

ଘର ଉଠିବକି ନାହିଁ

ତୁମେ ଯଦିକେବେ ଆସ

ଗଗନେ ଉଡିବି ଯାଇ ।l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍