ବିଚିତ୍ର ଏ ପୃଥିବୀ
ବିଚିତ୍ର ଏ ପୃଥିବୀ
1 min
348
ଅଦ୍ଭୁତ ଏ ଭାରତ ବର୍ଷ
ବିଚିତ୍ର ଏ ପୃଥିବୀ
ଏଠି ଦେବତା କମ୍
କିନ୍ତୁ ବେଶୀ ସଂଖ୍ୟକ ଦେବୀ
ପ୍ରାକ୍ ବୈଦିକ ପୂଜା ଉପାସନା
ସ୍ତୁତି ସୂତ୍ର ର ଛବି
ନିଆରା ବି ଆମ ଦର୍ଶନ ଶାସ୍ତ୍ର
କିନ୍ତୁ ହେୟ ଜ୍ଞାତ ହୁଏ
ଯୁଗ ମାନସିକତା ର ଅଭାବୀ
ନକ୍ଷତ୍ର ଅଧିକ ଗୋଟିଏ ମାତ୍ର ରବି
ନାରୀ ତତ୍ତ୍ଵ ସତ୍ତା ଏ ସ୍ରୁଷ୍ଟିର
ପୁଣି ସଂହାର କାରିଣୀ
ସେଇ ତ କାଳ ଭୈରବୀ ।
