Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jeenashree Routray

Others

3  

Jeenashree Routray

Others

ବିଚିତ୍ର ଦୁନିଆ

ବିଚିତ୍ର ଦୁନିଆ

1 min
208


ଦୁନିଆ ବଡ଼ ବିଚିତ୍ର ଅଟଇ

ସ୍ରଷ୍ଟା ଙ୍କ ସୃଷ୍ଟି ଅତି ଚମତ୍କାର 

ସୃଷ୍ଟି କୁ ଗଢିଲେ 

ଅତି ଯତ୍ନ ର ସହିତ

ତା ମଧ୍ୟେ ରଙ୍ଗାୟିତ ଏ ବିଚିତ୍ର ଦୁନିଆ

ତୁମ ପାଇଁ ପ୍ରଭୁ ସଂସାର ବସ ଇ

ସଂସାର ବଡ଼ ମୋହ ମାୟା ରେ ଗଢା

ଏ ଜଗତୁ ପରିତ୍ରାଣ ପାଇଁ ତୁମେ ହିଁ ଏକା ଲୋଡା

ଧନ, ଜନ, ମାନ ଲୋଡା ନାହିଁ ପ୍ରଭୁ

କେମିତି ବଞ୍ଚିବି ଏ ସଂସାରେ 

ତୁମ ନାମ ଜପ କରି

କଟି ଯାଉ ମୋ ଦିନ

ସବୁ ବଳ ବୀର୍ଯ୍ୟ ଶକ୍ତି,ଦମ୍ଭ ,ଗର୍ବ

ନିମିଷେ ହୁଅଇ ଚୂର୍ଣ୍ଣ

କରୁଣା ର ବର୍ଷା କରି ଦିଅ ପ୍ରଭୁ

ହେ ଚକା ନୟନ.....


Rate this content
Log in