STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବିଚ୍ଛେଦ

ବିଚ୍ଛେଦ

1 min
193

କିଏ ଜାଣିଥିଲା ତୁମର ସ୍ବରୂପ

ମୋ ପରି ପୁରୁଷ ବୋଲି

ରୂପର ମୋହରେ ଭଳି ଯାଇଥିଲି

ସେ ପାଇଁ ବିବାହ କଲି।


ଦେଖୁବାକୁ ଥିଲ ଉର୍ବର୍ଶୀ ସ୍ବରୂପ

ଚାଲି ତ ଗଜ ଗମନୀ 

ମୃଗୁଣୀ ଚାହାଁଣୀ ଅଥୟ କରିଲା

ମୋର ଏ ହୃଦ ଧମନୀ।


ଚଉଠି ରାତିରେ କାମନା ତୃଷ୍ଣାରେ

ମଦମତ୍ତ ହସ୍ତୀ ପରି

ବିଶ୍ବାସ ମୋହର ଥିଲା ତୁମଠାରୁ

ପିଇବି ଚୁଆରୁ କୋରି।


କିନ୍ତୁ ତୁମେ ମୋତେ ଠକିଲ କାହିଁକି

ଯଦି ଥିଲ ହିଞ୍ଜିଡା଼ଟେ

ସତ୍ଯତା ଜଣେଇ ଥିଲେ ଏତେସବୁ

ଯାଇଥାନ୍ତେ କିଆଁ ହାଟେ ।


ବିଚ୍ଛେଦ ସେ ପାଇଁ ହୋଇଲା ଆମର

ବିପରୀତ ଲିଙ୍ଗ ନାହିଁ

ମନ ହୁଙ୍କୁହୁଙ୍କୁ କାମନା ଯା'ଥିଲା

ଆଉ ଗଲା ନାହିଁ ଧାଇଁ ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍